ବାସଗୃହ Bāsagṛuha

  • ସଂ. ବି. ( 4 ର୍ଥୀ ତତ୍; ବା ଷଷ୍ଠୀ ତତ୍; ବାସ+ଗୃହ) — ବାସ କରି ରହିବା ଘର — Residential house
  • ସଂ. ବି. ( 4 ର୍ଥୀ ତତ୍; ବା ଷଷ୍ଠୀ ତତ୍; ବାସ+ଗୃହ) — ସୁବାସପୂର୍ଣ୍ଣ ଘର — A room full of sweet scents