ବାସ କରିବା Bāsa karibā

  • ଦେ. କ୍ରି — (ସଂ. ବସଧାତୁ) ଘର କରି ରହିବା — To reside; to live in.(ସଂ. ବାସଧାତୁ)
  • ଦେ. କ୍ରି — ବାସନା କରିବା; ବାସିବା; ସୁବାସ ବିସ୍ତାର କରିବା — To smell; to emit smell