ବାଶେଳୀ ଲାଗିବା Bāṡi ḻī lāgibā

  • ଦେ. ବି — ମନୁଷ୍ୟଠାରେ ବାଶେଳୀ ଠାକୁରାଣୀ ଆବିର୍ଭୂତ ହେବା — The possession of a person by the spirit of Goddess
  • ଦେ. ବି — [ଦ୍ର—କୌଣସି ବ୍ୟକ୍ତି ପାଗଲ ପରି ବକିଲେ ବା ଅଜସ୍ର ଗାଳି— ମନ୍ଦ କଲେ ତାକୁ ବାଶେଳୀ ଲାଗିଛି ବୋଲି ବ୍ୟଙ୍ଗରେ କହନ୍ତି।]