ବାଳ୍କ Bāḻka

  • ସଂ. ବିଣ. [ବଳ୍କ(ଳ)+ଅ] — ବଳ୍କଳନିର୍ମିତ — Made of bark
  • ସଂ. ବିଣ. [ବଳ୍କ(ଳ)+ଅ] — ଦୈତ୍ୟବିଶେଷ — Name of a demon
  • ସଂ. ବି — ବସ୍ତ୍ରରୂପେ ବ୍ୟବହୃତ ବଳ୍କଳ — Bark used as cloth