ବାଳେନ୍ଦୁ Bāḻendu

  • ସଂ. ବି.—(ବାଳ+ଇନ୍ଦୁ; କର୍ମଧା) — ଦ୍ୱିତୀୟାର ବା ତୃତୀୟାର କ୍ଷୀଣ ଚନ୍ଦ୍ର — The new moon; the crescent moon
  • ଦେ. ବି — ଏକ ପ୍ରକାର ମାଛ — A species of fish