ବାଳାସ୍ଥି ବିକୃତି ରୋଗ Bāḻāsthi bikṛuti roga
- ସଂ. ବି. (ଆଧୁନିକ ଚିକିତ୍ସା ଶାସ୍ତ୍ର ପରିଭାଷା) — ଶିଶୁମାନଙ୍କର ଅସ୍ଥିର ଦୁର୍ବଳତା ଜନିତ ରୋଗ ବିଶେଷ — Rickets
- ସଂ. ବି. (ଆଧୁନିକ ଚିକିତ୍ସା ଶାସ୍ତ୍ର ପରିଭାଷା) — [ଦ୍ର—ଏ ରୋଗରେ ଶିଶୁର ଗୋଡ଼ ଧନୁ ପରି ବଙ୍କେଇ ଯାଏ, ପିଠି କୁଜା ହୋଇଯାଏ ଓ ଶିଶୁ ଚାଲି ପାରେ ନାହିଁ।]