ବାଳମୂଳକ Bāḻamūḻaka

  • ସଂ. ବି. (କର୍ମଧା; ବାଳ+ମୂଳକ) — ଛୋଟ ଓ କଅଁଳିଆ ମୂଳା — Tender and young radish
  • ସଂ. ବି. (କର୍ମଧା; ବାଳ+ମୂଳକ) — [ଦ୍ର—ବୈଦକ ମତରେ ଏହା କଟୁତିକ୍ତ, ପାଚକ, ବଳବର୍ଦ୍ଧକ; ଏହା ଶ୍ୱାସ, ଅର୍ଶ, କ୍ଷୟ ଓ ନେତ୍ର ରୋଗରେ ଉପକାରୀ—ହି. ଶ]