ବାଳଭୋଗ Bāḻabhoga
- ସଂ. ବି — ଶ୍ରୀକୃଷ୍ଣଙ୍କ ବିଗ୍ରହଙ୍କୁ ଅର୍ପିତ ନୈବେଦ୍ୟ (ହି. ଶ.) — Offering made to an idol of Ṡrīkṛushṇa
- ସଂ. ବି — ଜଳଖିଆ (ହି. ଶ.) — Light refreshment
- ଦେ. ବି — ଦେବତାଙ୍କୁ ଅର୍ପିତ ହେବା ପରେ ସମବେତ ଶିଶୁମାନଙ୍କୁ ବଣ୍ଟାଯିବା ନୈବେଦ୍ୟ — Offerings distruibuted amongst the assembled children