ବାଳଧୀ Bāḻadhī

  • ସଂ. ବି. (ବାଳ ଧାତୁ+କର୍ତ୍ତୃ. ଇ; ଈ) — ଚାମର — A fan made of the tail of the yak
  • ସଂ. ବି. (ବାଳ ଧାତୁ+କର୍ତ୍ତୃ. ଇ; ଈ) — କେଶଯୁକ୍ତ ପୁଚ୍ଛ — Hairy tail; bushy tail