ବାଳ ବ୍ରହ୍ମଚାରୀ Bāḻa brahmachārī

  • ସଂ. ବି — ଯେଉଁ ବ୍ୟକ୍ତି ବାଲ୍ୟାବସ୍ଥାରୁ ବ୍ରହ୍ମଚର୍ଯ୍ଯ ଅବଲମ୍ବନ କରିଅଛି; କୁମାରବ୍ରତଧାରି — A person who has observed continence since his very boyhood, a lifelong celebate