ବାଳ ଧୂପ Bāḻa dhūpa

  • ଦେ. ବି. (ସଂ. ବାଳ=ବାଳକ ଓ ଧୂପ) — ଠାକୁରଙ୍କୁ ସକାଳେ ସର୍ବପ୍ରଥମେ ଦିଆଯିବା ଅନ୍ନାଦି ନୈବେଦ୍ୟ — The day's first offering of food to the Deity
  • ଦେ. ବି. (ସଂ. ବାଳ=ବାଳକ ଓ ଧୂପ) — ଦେବତାଙ୍କୁ ଭୋରରୁ ଭୋଗ କରାଯିବା ଜଳଖିଆ — The Deity's tiffin or breakfast