ବାଳ ଧରାଧରି Bāḻa dharādhari
- ଦେ. କ୍ରି. ବିଣ — ପରସ୍ପର ଚୁଟି ଧରାଧରି ହେବା — Mutual catching by the hair
- ଦେ. କ୍ରି. ବିଣ — ଭୟାନକ କଳି କଜିଆ — Fierce quarrel
- ଦେ. କ୍ରି. ବିଣ — ହାବୁଡ଼ିଲା, ଦହି ଚୁଡ଼ା ଖାଇ ବିଗିଡ଼ିଲା ଘଇତା ସାଙ୍ଗରେ ବାଳ ଧରାଧରି, ଦିଅର ସାଙ୍ଗରେ ବିଗିଡ଼ିଲା— କେଳା ଗୀତ।