ବାଳ ଚର୍ଯ୍ୟ Bāḻa charj̄ya

  • ସଂ. ବି. (ବହୁବ୍ରୀହି; ବାଳ+ଚର୍ଯ୍ଯ=ଆଚରଣ) — କୁମାର; କାର୍ତ୍ତିକେୟ — Kārttikeya
  • ସଂ. ବି. (ବହୁବ୍ରୀହି; ବାଳ+ଚର୍ଯ୍ଯ=ଆଚରଣ) — ବାଳଚର୍ଯ୍ଯ ଯେ ଅଛନ୍ତି ରାମ ହେଲେ ସେହି ମତି ହୁଅ ନୃପେ ବଶିଷ୍ଠେ ବୋଇଲେ ଯେ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. (ବହୁବ୍ରୀହି; ବାଳ+ଚର୍ଯ୍ଯ=ଆଚରଣ) — ( 6 ଷ୍ଠୀ ତତ୍) ବାଳକର ଚରିତ୍ର — (6ଷ୍ଠୀ ତତ୍) ବାଳକର ଚରିତ୍ର— . Boyish conduct