ବାଳ କିରଣ Bāḻa kiraṇa

  • ଦେ. ବି. — ନବୋଦିତ ସୂର୍ଯ୍ୟ କିରଣ — Early rays of the sun
  • ଦେ. ବି. — ଅନ୍ତରାଳେ ଶୋଭେ ଠାବେ ଠାବେ ବାଳ—କିରଣ ଲଭି। ରାଧାନାଥ, ଉଷା।
  • ଦେ. ବି. — ଡାହାଣିଆ ଖରା — Slanting rays of the evening sun