ବାଳ କାଣ୍ଡ Bāḻa kāṇḍa

  • ସଂ. ବି — ରାମାୟଣର ଆଦି କାଣ୍ଡ — The first of the seven books of the Rāmāyaṇa (describing the doings of Rāma in his boyhood.)
  • ସଂ. ବି — [ଦ୍ର—ଏଥିରେ ରାମଚନ୍ଦ୍ରଙ୍କର ବାଲ୍ୟାବସ୍ଥାର ଚରିତ ବର୍ଣ୍ଣିତ ହୋଇଅଛି।]