ବାଲ୍ମିକି Bālmiki
- ସଂ. ବି. (ବଲ୍ମିକ=ଉଇହୁଙ୍କା+ଇ; ହୁଙ୍କାରୁ ବାହାରି ଥିବାରୁ) — ଆଦିକବି; ରାମାୟଣ ରଚୟିତା ମୁନି — A sage; the author of the Sanscrit Rāmāyaṇa in verse
- ସଂ. ବି. (ବଲ୍ମିକ=ଉଇହୁଙ୍କା+ଇ; ହୁଙ୍କାରୁ ବାହାରି ଥିବାରୁ) — [ଦ୍ର—ରତ୍ନାକର ଦସ୍ୟୁ ବହୁକାଳ ଏକାସନରେ ତପସ୍ୟା କରୁ କରୁ ତା ଉପରେ ଉଇହୁଙ୍କା ହୋଇଗଲା, ପରେ ସେ ଉଇହୁଙ୍କାରୁ ବାହାରି ବାଲ୍ମିକି ଋଷି ହେଲେ।]