ବାଲୁଙ୍କେଶ Bāluṅkeṡa
- ଦେ. ବି—(ସଂ. ବାଲୁକେଶ) — ବାଲିତୃତୀୟା ଦିନ କୁମାରୀମାନଙ୍କଦ୍ୱାରା ପୁଷ୍କରିଣୀ କୂଳରେ ରଚିତ ଓ ପୂଜିତ ବାଲୁକା ଲିଙ୍ଗ — 2. Ṡibaliṅga of sand set up and worshipped by the maidens on the day of Bālitṛutīyā
- ଦେ. ବି—(ସଂ. ବାଲୁକେଶ) — ପୁରୀ ଜିଲ୍ଲା ବରାଳ ଗ୍ରାମରେ ବିରାଜିତ ଶିବ ଲିଙ୍ଗ — Name of the Ṡiba liṅga in the village of Barāḻa in the district of Purī
- ଦେ. ବି—(ସଂ. ବାଲୁକେଶ) — ଲୋକଙ୍କୁ ଦିଆ ଯିବା ନାମ — Name given to males
- ଦେ. ବି—(ସଂ. ବାଲୁକେଶ) — ବାଲୁକେଶ ଜଗଦେବ (ଦେଖ) — Bālukeṡa Jagadeba (See)