ବାଲୁଙ୍କା Bāluṅkā
- ଗ୍ରା. ବି—(ସଂ. ବାଲୁକା) — ବାଲି — Sand
- ଗ୍ରା. ବି—(ସଂ. ବାଲୁକା) — ବାଲୁଙ୍କା ଶଙ୍କର — Phallic image of Mahādeba
- ଗ୍ରା. ବି—(ସଂ. ବାଲୁକା) — ସେ କନ୍ଯା ବ୍ରହ୍ମାର ଭୁବନେ ବାଲୁଙ୍କା ପୂଜେ ପ୍ରତି ଦିନେ। ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା।
- ଗ୍ରା. ବି—(ସଂ. ବାଲୁକା) — (ଅନାଦରାର୍ଥ) ବାଲୁକେଶ୍ୱରର ଡାକନାମ — A name for calling Bālukeswara