ବାଲୁଖଣ୍ଡ Bālu khaṇḍa
- ପ୍ରାଦେ. (ପୁରୀ) ବି — ପୁରୀ ସହରର ଉତ୍ତରାଂଶ; ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଅଞ୍ଚଳ — A sandy tract to the north of Puri town and adjoining the Guṇḍichā house
- ପ୍ରାଦେ. (ପୁରୀ) ବି — ପୁରୀର ସମୁଦ୍ର କୂଳବର୍ତ୍ତୀ ବାଲୁକାମୟ ଅଞ୍ଚଳ — The sea-beach of Puri town
- ପ୍ରାଦେ. (ପୁରୀ) ବି — [ଦ୍ର—ପୂର୍ବେ ଏ ଅଞ୍ଚଳ ବିଶେଷ ବାଲୁକାମୟ ଥିଲା। ବର୍ତ୍ତମାନ ପୁରୀର ପୂର୍ବବର୍ତ୍ତୀ ସମୁଦ୍ର କୂଳସ୍ଥ ଭୂମିକୁ (ଯାହାକି ପୂର୍ବେ ବାଲୁକା— ମୟ ପ୍ରାନ୍ତର ଥିଲା ଓ ଯହିଁରେ ବର୍ତ୍ତମାନ ସୌଧମାଳା ଓ କଚେରି ଆଦି ନିର୍ମିତ ହୋଇଅଛି ଓ ଗଭର୍ଣ୍ଣମେଣ୍ଟଙ୍କର ଖାସ ଜମିଦାରି ହୋଇ ଅଛି ତାକୁ) ବାଲି ଖଣ୍ଡ ବୋଲାଯାଏ।]