ବାଲୁଖଣ୍ଡି Bālu khaṇḍi

  • ପ୍ରାଦେ. (ପୁରୀ) ବି — ପୁରୀ ସହରର ଅତ୍ତରାଂଶ; ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଅଞ୍ଚଳ — A sandly tract to the north of Puri town and adjoining the Guṇḍichā house
  • ପ୍ରାଦେ. (ପୁରୀ) ବି — ପୁରୀର ସମୁଦ୍ର କୂଳବର୍ତ୍ତୀ ବାଲୁକାମୟ ଅଞ୍ଚଳ — The sea-beach of Puri town
  • ପ୍ରାଦେ. (ପୁରୀ) ବି — [ଦ୍ର—ପୂର୍ବେ ଏ ଅଞ୍ଚଳ ବିଶେଷ ବାଲୁକାମୟ ଥିଲା। ବର୍ତ୍ତମାନ ପୁରୀର ପୂର୍ବବର୍ତ୍ତୀ ସମୁଦ୍ର କୂଳସ୍ଥ ଭୂମିକୁ (ଯାହାକି ପୂର୍ବେ ବାଲୁକା— ମୟ ପ୍ରନ୍ତର ଥିଲା ଓ ଯହିଁରେ ବର୍ତ୍ତମାନ ସୌଧମାଳା ଓ କଚେରି ଆଦି ନିର୍ମିତ ହୋଇଅଛି ଓ ଗଭର୍ଣ୍ଣମେଣ୍ଟଙ୍କର ଖାସ ଜମିଦାରି ହୋଇ ଅଛି ତାକୁ) ବାଲି ଖଣ୍ଡି ବୋଲାଯାଏ।]