ବାଲୁକେଶ ଜଗଦ୍ଦେବ Bālukeṡa jagaddeba

  • ଦେ.—(ନାମ) — ଗଞ୍ଜାମ ଜିଲ୍ଲାର ଆଠଗଡ଼ର ବିଦ୍ୟୋତ୍ସାହୀ ଜନୈକ ରାଜା
  • ଦେ.—(ନାମ) — [ଦ୍ର—ଏ ସଂସ୍କୃତଜ୍ଞ ଓ ସଙ୍ଗୀତାନୁରାଗୀ ଥିଲେ। କବିସୂର୍ଯ୍ୟ ବଳଦେବ କେତେକ ଦିନ ଏହାଙ୍କ ସଭାପଣ୍ଡିତ ଥାଇ ଏହାଙ୍କ ଆଶ୍ରୟରେ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଓ ଅନେକ ସଙ୍ଗୀତ ରଚନା କରି ଏହାଙ୍କ ନାମରେ ଭଣିତା କରିଥିଲେ। ଏ ରାଜାଙ୍କ ଜୀବନକାଳରେ କବିସୂର୍ଯ୍ୟ ପରଲୋକ ଗମନ କଲେ। ଏହାଙ୍କ ପୁତ୍ର ରାମଚନ୍ଦ୍ର ଜଗଦ୍ଦେବଙ୍କ ରାଜତ୍ୱର 3 ୟ ବର୍ଷରେ ବାକି ରାଜସ୍ୱ ପାଇଁ ଆଠଗଡ଼ ରାଜ୍ୟ ନିଲାମ ହେବାରୁ ତାହାକୁ ଖଲ୍ଲିକୋଟ ରାଜା ଖରିଦ କଲେ।] — [ଦ୍ର—ଏ ସଂସ୍କୃତଜ୍ଞ ଓ ସଙ୍ଗୀତାନୁରାଗୀ ଥିଲେ କବିସୂର୍ଯ୍ୟ ବଳଦେବ କେତେକ ଦିନ ଏହାଙ୍କ ସଭାପଣ୍ଡିତ ଥାଇ ଏହାଙ୍କ ଆଶ୍ରୟରେ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଓ ଅନେକ ସଙ୍ଗୀତ ରଚନା କରି ଏହାଙ୍କ ନାମରେ ଭଣିତା କରିଥିଲେ ଏ ରାଜାଙ୍କ ଜୀବନକାଳରେ କବିସୂର୍ଯ୍ୟ ପରଲୋକ ଗମନ କଲେ ଏହାଙ୍କ ପୁତ୍ର ରାମଚନ୍ଦ୍ର ଜଗଦ୍ଦେବଙ୍କ ରାଜତ୍ୱର3ୟ ବର୍ଷରେ ବାକି ରାଜସ୍ୱ ପାଇଁ ଆଠଗଡ଼ ରାଜ୍ୟ ନିଲାମ ହେବାରୁ ତାହାକୁ ଖଲ୍ଲିକୋଟ ରାଜା ଖରିଦ କଲେ]