ବାଲିପୁଡ଼ି Bālipuṟḍ̠i
- ଦେ. ବି. (ସଂ. ବାଲୁକା+ପୁଟକ) — ଏ ଦେଶରେ ବ୍ଲଟିଙ୍ଗ୍ର ପ୍ରଚଳନ ପୂର୍ବରୁ କାଗଜରେ ସଦ୍ୟ ଲେଖା ହେବା କାଳୀକୁ ଶୋଷିବା ପାଇଁ ବ୍ୟବହୃତ ବାଲୁକା ପୂର୍ଣ୍ଣ କନାର ପୁଡ଼ା — Some sand put in a rag and tied up, used for soaking ink from fresh writing
- ଦେ. ବି. (ସଂ. ବାଲୁକା+ପୁଟକ) — ଦେହ ସେକିବା ପାଇଁ ବ୍ୟବହୃତ ବାଲିକାପୂର୍ଣ୍ଣ କନାର ପୂଡ଼ା — A rag tied up into a ball containing sand inside it, used in dry-formenting