ବାଲିକଖାରୁ Bāliā kakhāru

  • ଦେ. ବି — ନଈବାଲି ଉପରେ ବଢ଼ିଦ୍ୱାରା ପଡ଼ିଯାଇଥିବା ସାମାନ୍ୟ ପଟୁମାଟିରେ ଯେଉଁ କଖାରୁ ଫସଲ କରାଯାଏ — Sweet pumpkins grown on the silt deposits on river beds