ବାଲି ତୃତୀୟା Bāli trutiyā
- ଦେ. ବି — ଭାଦ୍ରଶୁକ୍ଳ ତୃତୀୟା — The 3rd day of the bright fortnight of the month of Bhādraba
- ଦେ. ବି — [ଦ୍ର—କଥିତ ଅଛି ଯେ ଏ ଦିନ ଗୌରୀ (ପାର୍ବତୀ) ମହାଦେବଙ୍କୁ ସ୍ୱାମୀରୂପେ ପାଇବା ନିମନ୍ତେ ବାଲିରେ ଶିବଲିଙ୍ଗ ନିର୍ମାଣ କରି ପୂଜା କରିଥିଲେ। ତେଣୁ ଏ ଦିନ ସଧବା ଓ କୁମାରୀମାନେ ନଈର ବା ପୋଖରୀର କୂଳରେ ଓଦା ବାଲିରେ ଶିବଲିଙ୍ଗ ରଚନା କରି ପୂଜା କରନ୍ତି। ଏ ଦିନଯାକ ଅହୋରାତ୍ର ସେମାନେ ନିର୍ଜଳ ଉପବାସ କରନ୍ତି ଓ ଗୌରୀପୂଜା କରନ୍ତି। ଏ ବ୍ରତ କଲେ ସ୍ତ୍ରୀମାନେ ବୈଧବ୍ୟ ଓ ନିଃସନ୍ତାନ ଅବସ୍ଥା ଭୋଗ କରନ୍ତି ନାହିଁ ବୋଲି ପୁରାଣରେ ଅଛି।]