ବାଲି ଛଣା Bāli chhaṇā

  • ପ୍ରାଦେ. (ବାଲେଶ୍ୱର ଓ ସିଂହଭୂମ) ବି — ଚାଉଳ ଧୋଇ ବାଲି ଗୋଡ଼ି ଆଦି ବାହାର କରିଦେବା କ୍ରିୟା — The act of clearing away the particles of sand from rice