ବାଲି ଚରା Bāli charā

  • ଦେ. ବି — ନଦୀଗର୍ଭସ୍ଥ ଢିପ ବାଲୁକାମୟ ଭୂଖଣ୍ଡ — A sand-bank; a sandy shoal; a hidden sand-hill in the bed of a river
  • ଦେ. ବି — * * * ଗୋଟିଏ ବାଲି ଚଡ଼ାରେ ଡଙ୍ଗା ଲାଗିଗଲା। ଫକୀରମୋହନ. ଗଳ୍ପସ୍ୱଳ୍ପ।
  • ଦେ. ବି — [ଦ୍ର—ଏଥିରେ ଅନେକ ସମୟରେ ନୌକାଆଦି ଲାଗିଯାଏ।]
  • ଦେ. ବିଣ — ଯେଉଁ ଜମି ଉପରେ ବାଲିର ସ୍ତର ପଡ଼ିଥାଏ; ବାଲୁକା ସ୍ତରଦ୍ୱାରା ଆବୃତ (ଭୂମି) — (land) Overspread with a layer of sand
  • ଦେ. ବିଣ — ଯେଉଁ ଜମିରେ ନଈବଢ଼ିଦ୍ୱାରା ଆନୀତ ବାଲୁକାର ଘନସ୍ତର ପଡ଼ିଥାଏ — Land over which there is a thick deposit of sand brought by the flood of rivers
  • ଦେ. ବିଣ — [ଦ୍ର—ଏପରି ଜମିରେ ଫସଲ କରାଯାଇ ପାରେନାହିଁ।]