ବାଲି ଘଡ଼ି Bāli ghaṟḍ̠i

  • ଦେ. ବି. (ସଂ. ବାଲୁକା+ଘଟୀ) — ଡମ୍ବରୁ ଆକାରରେ ଦ୍ୱିଫାଳ ଯୁକ୍ତ କ୍ଷୀଣକଟି ଯନ୍ତ୍ର, ଯହିଁର ମଧ୍ୟସ୍ଥ ଛିଦ୍ର ବାଟେ ବାଲି ଏ ପାଖକୁ ସେ ପାଖକୁ ଖସି ପଡ଼ି ଘଣ୍ଟା ସମୟ ଜଣାଯାଏ — Sand- glass