ବାଲି ଘାସ Bāli ghāsa

  • ସଂ. ବି. (ସଂ. ବାଲୁକା+ଘାସ) — ନଦୀର ଓ ସମୁଦ୍ରର ବାଲିରେ ଉଠିବା ମୋଟ ରସାଳ ଚେରଯୁକ୍ତ ଘାସ — Sand grass; thick and luscious rooted grass growing on sand