ବାଲି ଘଣ୍ଟା Bāli gha ṇṭā

  • ଦେ. ବି. (ସଂ. ବାଲୁକା+ଘଟୀ) — ଡମ୍ବରୁ ଆକାରରେ ଦ୍ୱିଫାଳ ଯୁକ୍ତ କ୍ଷୀଣକଟି ଯନ୍ତ୍ର, ଯହିଁର ମଧ୍ୟସ୍ଥ ଛିଦ୍ର ବେଟେ ବାଲି ଏ ପାଖକୁ ସେ ପାଖକୁ ଖସି ପଡ଼ି ଘଣ୍ଟା ସମୟ ଜଣାଯାଏ — Sand- glass