ବାଲି ଗଡ଼ି Bāli gaṟḍ̠i
- ଦେ. ବି — ନଦୀର ଯେଉଁ ବାଲୁକାମୟ ଉଚ୍ଚ ସ୍ଥାନରୁ ସ୍ରୋତ ତଳକୁ (ହଠାତ୍ ଗଭୀରତର ସ୍ଥାନକୁ) ବହି ଯାଉଥାଏ — A high sandbank from which water flows into a deeper part
- ଦେ. ବି — [ଦ୍ର—ଏଠାରେ ସ୍ରୋତଗତି ଦ୍ୱାରା ଉଚ୍ଚ ସ୍ଥାନର ପ୍ରାନ୍ତରେ ଚୋରା ବାଲି ବା ବୁଣା ବାଲି ଜମା ହୋଇଯାଏ।]