ବାଲି ଗରଡ଼ା Bāli garaṟḍ̠ā
- ଦେ. ବି. (ସଂ. ଘର୍ଷଣାଳ; ସଂ. କର୍କର) — ବାଲିରେ ମିଳୁଥିବା ସାନ ସାନ ମସୃଣ ଗୋଲାକାର ପଥର ଗୋଟାଳି — Sandy pebble
- ଦେ. ବି. (ସଂ. ଘର୍ଷଣାଳ; ସଂ. କର୍କର) — (ସଂ. ବାଲିକା+ଗର୍ଗର) ଏକପ୍ରକାର କାତିଯୁକ୍ତ ଇଷତ୍ ହଳଦିଆ ମାଛ — A kind of small scaly yellowish fresh water fish; sand fish; Trichodom
- ଦେ. ବି. (ସଂ. ଘର୍ଷଣାଳ; ସଂ. କର୍କର) — [ଦ୍ର—ଏମାନେ ଲମ୍ବରେ ଏକ ଫୁଟରୁ ବେଶି ବଢ଼ିବାର ଦେଖାଯାଏ ନାହିଁ। ଏମାନେ ନଦୀର ବାଲି ଶଯ୍ଯାରେ ଥାଆନ୍ତି ଓ ଅଳ୍ପ ଆୟାସରେ ଧରା ପଡ଼ନ୍ତି। ଏମାନଙ୍କ ପେଟରେ ବାଲିର କଣାମାନ ଥିବାର ଦେଖାଯାଏ। ବୈଦ୍ୟ ଶାସ୍ତ୍ର ମତରେ ଏହା କଷାୟ ମଧୁର ରସ, ହୃଦ୍ୟ, ଅଗ୍ନି— ଦୀପକ, ବଳବର୍ଧକ, ସ୍ନିଗ୍ଧ, ଲଘୁ ଓ ମଳସଂଗ୍ରାହକ।]