ବାଲି କୁଦା Bāli kudā

  • ଦେ. ବି. (ବାଲୁକା ଓ କୂଟ) — ବାଲି ଏକତ୍ର ଜମା ହୋଇ ଉଚ୍ଚ ହୋଇଥିବା ସ୍ଥାନ — Sand drift; mound of sand
  • ଦେ. ବି. (ବାଲୁକା ଓ କୂଟ) — ବାଲିର ପାହାଡ଼ — Sand dune; sand hill
  • ଦେ. ବି. (ବାଲୁକା ଓ କୂଟ) — [ଦ୍ର—ପବନ ଦ୍ୱାରା ଚାଳିତ ହୋଇ ଏକ ସ୍ଥାନରେ ବାଲି ପାହାଡ଼ ବା ବନ୍ଧ ପରି ଗଦା ହୋଇ ଯାଏ—ମେଦିନୀପୁରରେ ଏପରି ବାଲି କୁଦ ବହୁତ ଦେଖାଯାଏ।]