ବାଲି କାଗଜ Bāli kāgaja

  • ଦେ. ବି. (ବଙ୍ଗ ଦେଶର ଶ୍ରୀରାମପୁର ଅଞ୍ଚଳର ବାଲି ନାମକ ସ୍ଥାନର କଳରେ ପ୍ରସ୍ତୁତି ହେଉଥିବାରୁ) — ଏକ ପ୍ରକାର ମାଟିଆ କାଗଜ — Bally paper; a kind of brown paper