ବାଲାଷ୍ଟ୍ Bālāshṭ

  • ବୈଦେ. ବି. (ଇଂ ବାଲ୍ଲାଷ୍ଟ୍) — ଖାଲି ଜାହାଜର ଭାରକେନ୍ଦ୍ର ଠିକ୍ ରଖିବା ପାଇଁ ସେଥିରେ ଲଦାଯିବା ପଥର, ଇଟା, ବାଲି ଆଦି — Ballast; loads of stone etc put in an empty ship to keep it steady
  • ବୈଦେ. ବି. (ଇଂ ବାଲ୍ଲାଷ୍ଟ୍) — ରେଲପଥ ଉପରେ ବିଛାଯିବା ଗୋଡ଼ି ଓ ଟିକି ଟିକି ପ୍ରସ୍ତର ଖଣ୍ଡମାନ; ଗେଟୀ — Graval and bits of stone spread on railway lines