ବାଲାଶତର୍ Bālā ṡatara

  • ବୈଦେ. ବି. (କଚିରିଆ) (ଫା. ବାଲାଇ=ଉପରିସ୍ଥ; ଅଧିକା+ସତ୍ତର=ଧାଡ଼ି) — ଦଲିଲ ଆଦି ଲେଖାଯିବା ସମୟରେ ଭୁଲ କ୍ରମେ ଛାଡ଼ି ଯାଇଥିବା ଶବ୍ଦକୁ 2 ଶବ୍ଦ ମଧ୍ୟରେ ଚିହ୍ନ ଦେଇ ଉକ୍ତ ଚିହ୍ନ ସ୍ଥାନର ଧାଡ଼ି ଉପରେ ଲେଖାଯିବା ଅଂଶ — ଦଲିଲ ଆଦି ଲେଖାଯିବା ସମୟରେ ଭୁଲ କ୍ରମେ ଛାଡ଼ି ଯାଇଥିବା ଶବ୍ଦକୁ2ଶବ୍ଦ ମଧ୍ୟରେ ଚିହ୍ନ ଦେଇ ଉକ୍ତ ଚିହ୍ନ ସ୍ଥାନର ଧାଡ଼ି ଉପରେ ଲେଖାଯିବା ଅଂଶ— A line or passage interpolated above a written line from which the line or passage had been omitted by mistake