ବାଲାବର୍ Bālābar

  • ବୈଦେ. ବି. (ଫା) — ଏକପ୍ରକାର ଚପ୍କନ୍ (କୁରୁତା) — A kind of Chapkan
  • ବୈଦେ. ବି. (ଫା) — [ଦ୍ର—ଏଥିରେ 4 ଟି କଲ୍ଲୀ ଓ 6 ଟି ବୋତାମ ବା ବାନ୍ଧିବା ଡୋରୀ ଥାଏ।] — [ଦ୍ର—ଏଥିରେ4ଟି କଲ୍ଲୀ ଓ6ଟି ବୋତାମ ବା ବାନ୍ଧିବା ଡୋରୀ ଥାଏ]