ବାର୍ଦ୍ଦଳ Bārddaḻa

  • ସଂ. ବି—[ବାର୍=ଜଳ+ଦ (=ଦା ଧାତୁ.+ଅ)+ଲା ଧାତୁ +କର୍ତ୍ତୃ. ଅ] — ଦୁର୍ଦ୍ଦିନ; ବାଦଲor>—1. A rainy day.
  • ସଂ. ବି—[ବାର୍=ଜଳ+ଦ (=ଦା ଧାତୁ.+ଅ)+ଲା ଧାତୁ +କର୍ତ୍ତୃ. ଅ] — ମସ୍ୟାଧାର; ଦୁଆତ — Inkpot