ବାର୍ତ୍ତାବହ Bārttābaha
- ସଂ. ବିଣ. ପୁଂ—(ବାର୍ତ୍ତା+ବହ୍. ଧାତୁ+କର୍ତ୍ତୃ. ଅ) — ସମ୍ବାଦବାଦକ — Carrying message
- ବି — ଦୂତ — Messenger
- ବି — ଚର — Spy
- ବି — ଆୟବ୍ଯୟ ବିଷୟ ପ୍ରଦର୍ଶକ ନୀତିଶାସ୍ତ୍ର — Political economy
- ବି — (ଆଧୁନିକ ବ୍ୟବହାର) ସଂବାଦବାହକ ଯନ୍ତ୍ର — Telegraph; telephone
- ବି — (ବୈଦ୍ୟୁତ ବା ତାଡ଼ିତ ବାର୍ତ୍ତା ବହ = ଇଲେକ୍ଟ୍ରିକ୍ ଟେଲିଗ୍ରାଫ)