ବାର୍ଣ୍ଣିକ Bārnnika

  • ସଂ. ବି. ପୁଂ—(ବର୍ଣ୍ଣ+ଇକ; ଶିଳ୍ପୀ ଅର୍ଥରେ) — ଲେଖକ — writer
  • ସଂ. ବି. ପୁଂ—(ବର୍ଣ୍ଣ+ଇକ; ଶିଳ୍ପୀ ଅର୍ଥରେ) — ଚିତ୍ରକର — Painter
  • ବିଣ — ବର୍ଣ୍ଣସମ୍ବନ୍ଧୀୟ — Relating to letters or colour