ବାର୍କ୍ଷ Bārkshya

  • ସଂ. ବିଣ.—(ବୃକ୍ଷ+ଅ) — ବୃକ୍ଷ ସମ୍ବନ୍ଧୀୟ — Relating to a tree
  • ସଂ. ବି. — ଗଛର ଛାଲରେ ନିର୍ମିତ ବସ୍ତ୍ର (ହି. ଶ.) — Cloth made from the bark of a tree