ବାର୍କ୍ଷୀ Bārkshī

  • ସଂ. ବି. (ନାମ) — (ବାର୍କ୍ଷ+ଈ) ପ୍ରମ୍ଳୋଚା ନାମ୍ନୀ ଅପ୍ସରାର କନ୍ଯା, ପ୍ରଚେତାଗଣଙ୍କ ପତ୍ନୀ ଓ ଦକ୍ଷ ପ୍ରଜାପତିଙ୍କ ମାତା; ମାରିଷା — Name of the mother of daksha Prjāpati
  • ସଂ. ବି. (ନାମ) — [ଦ୍ର—ପ୍ରମ୍ଳୋଚା ଅପ୍ସରାର ଦେହରୁ ବାହାରି ଥିବା ସ୍ୱେଦ ଗୋଟିଏ ବୃକ୍ଷରେ ପଡ଼ିବାରୁ ତହିଁରୁ ଏକନ୍ୟାର ଉତ୍ପତ୍ତି ହୋଇଥିଲା। ହି. ଶବ୍ଦସାଗର।]