ବାର୍ କାସ୍ Bār-kās

  • ବୈଦେ. ବି. (ଇଂ. ବାର୍ରାକ୍ସ୍—ବ୍ରହ୍ମଦେଶବାସୀ ଓଡ଼ିଆଙ୍କ ବ୍ୟବହୃତ) — କୁଲୀମାନଙ୍କର ରହିବାପାଇଁ କଳ କାରଖାନାର ମାଲିକମାନେ ତୋଳାଇଥିବା ସାହାଲା ଘର — Barracks; the lines of houses built by capitalists for accomodating the workmen of a factory or mill
  • ବୈଦେ. ବି. (ଇଂ. ବାର୍ରାକ୍ସ୍—ବ୍ରହ୍ମଦେଶବାସୀ ଓଡ଼ିଆଙ୍କ ବ୍ୟବହୃତ) — ସୈନ୍ୟମାନଙ୍କ ରହିବାପାଇଁ ନିର୍ମିତ ଗୃହଶ୍ରେଣୀ — Barracks