ବାର୍ କଷ୍ Bā kash

  • ବୈଦେ. ବି (ଫା) — ଘୋଡ଼ାର ଜିନ୍କୁ ଘୋଡ଼ା ପିଠିରେ ଦୃଢ଼ସଂଲଗ୍ନ କରି ରଖିବା ପାଇଁ ଯେଉଁ ପେଟୀ ବା ଫିତା କସି କରି ବାନ୍ଧିବାକୁ ହୁଏ — The tape used to (fasten firmly) the saddle to the back of a horse
  • ବୈଦେ. ବି (ଫା) — କାଠର ଉଚ୍ଚ ଫନ୍ଦ ଥିବା ଡାଲା — A wooden tray with high walls
  • ବୈଦେ. ବି (ଫା) — ବାର୍କାସ୍ (ଦେଖ) — Bār-kās (See)