ବାରେ Bāre

  • ଦେ. କ୍ରି. ବିଣ. — ଥରେ; ଏକବାର — Once
  • ଦେ. କ୍ରି. ବିଣ. — ଶ୍ରୀପଦ ଦର୍ଶନ ଏହି ବନେ ପୁଣି ବାରେ ସେ ପାଇବ କିନା। ନନ୍ଦକିଶୋର. ଶର୍ମିଷ୍ଠା।