ବାରେଷ୍ଟର Bāreshṭar
- ବୈଦେ. ବି. (ଇଂ. ବାରିଷ୍ଟର୍) — ବିଲାତରୁ ଆଇନ୍ ପାଠ ହାସଲ କରି ଏ ଦେଶକୁ ଆସି ଆଇନ୍ ବ୍ଯବସାୟ କରୁଥିବା ଉଚ୍ଚ ଶ୍ରେଣୀର ବ୍ୟବହାରାଜୀବ — Barrister
- ବୈଦେ. ବି. (ଇଂ. ବାରିଷ୍ଟର୍) — [ଦ୍ର—ସାଧାରଣ ଲୋକ ବଡ଼ ଓ ପ୍ରସିଦ୍ଧ ଓକୀଲଙ୍କୁ ବାରିଷ୍ଟର ଆଖ୍ୟା ଦିଅନ୍ତି। ଓଡ଼ିଶାରେ ସ୍ୱର୍ଗୀୟ ମିଷ୍ଟର୍ ଦାସଙ୍କର ମଧ୍ୟ ବାରିଷ୍ଟର ଆଖ୍ୟା ଏଥିର ଉଦାହରଣ ।]