ବାରେ ବାରେ Bāre bāre

  • ଦେ. ଅ.—(ସଂ. ବାରଂ ବାରଂ) — ବାର ବାର (ଦେଖ) — Bāra bāra (See)
  • ଦେ. ଅ.—(ସଂ. ବାରଂ ବାରଂ) — ବାରେ ବାରେ ଶିବ ଶିବ ସେ ଘୋଷେ—ଭଞ୍ଜ ବୈଦେହୀଶ ବିଳାସ।
  • ଦେ. ଅ.—(ସଂ. ବାରଂ ବାରଂ) — କେବେ କେବେ — Occasionally