ବାରୁଦଖାନା Bāruda khāna

  • ବୈଦେ. ବି.—(ଫା. ବାରୁଦ୍+ଖାନାହ୍) — ଯେଉଁ ଘରେ ବାରୁଦ ଓ ବାଣ ତିଆରି ହୁଏ — Gunpowder factory
  • ବୈଦେ. ବି.—(ଫା. ବାରୁଦ୍+ଖାନାହ୍) — ବାରୁଦ ସଞ୍ଚୟ କରି ରଖିବା ଘର — Gunpowder store; gunpowder magazine