ବାରୁଦ କାମ Bāruda kāma

  • ଦେ. ବି.—(ଫା. ବାରୁଦ୍+ସଂ. କର୍ମ) — ବାରୁଦ ଓ ବାଣ ତିଆରି କରିବାର ପ୍ରକ୍ରିୟା — The art of making gunpower and fireworks; pyrotechnics
  • ଦେ. ବି.—(ଫା. ବାରୁଦ୍+ସଂ. କର୍ମ) — ବାଣ; ଆତସବାଜୀ — Fireworks