ବାରୁଆଳି Bāruāḻi
- ଦେ. ବି — କଳହ; କଳି — Quarrel
- ଦେ. ବି — କଳି କଜିଆ; ବାଦାନୁବାଦ — Wrangling
- ବିଣ. ପୁଂ ଓ ସ୍ତ୍ରୀ — ବିରୋଧୀ — Antagonistic
- ବିଣ. ପୁଂ ଓ ସ୍ତ୍ରୀ — ଶତ୍ରୁତାପନ୍ନ — Inimical
- ବିଣ. ପୁଂ ଓ ସ୍ତ୍ରୀ — କଳିହୁଡ଼ୀ — Quarrelsome
- ପ୍ରାଦେ. (ଯାଜପୁର ଓ ବାଲେଶ୍ୱର) ବି. (ବଙ୍ଗଳାରୁ ଅନୁକୃତ) — ବାରୁଆରି (ଦେଖ) — Bāruāri (See)