ବାରୁଆରି Bāruāri

  • ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) ବି. (ସଂ. ବାର=ସମୂହ) — ଗ୍ରାମରେ ସାଧାରଣଙ୍କ ଚାନ୍ଦାଦ୍ୱାରା ହେବା ଯାତ୍ରା — Dancing and festivities set up by public subscription in the village
  • ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) ବି. (ସଂ. ବାର=ସମୂହ) — ଯାତ୍ରା — Amusements and music